ବର୍ଣ୍ଣ ବିଭା ନେଇ ଓଡିଆ ଭାଷାର
ପ୍ରଥମ ସୋପାନ ରୂପେ
ଶିଶୁ ଓଠୁଝରେ ମାତୃଭାଷାସୁର
ମଧୁସୂଦନ ସ୍ଵରୂପେ ।୧ା
ଭାବର ପ୍ରକାଶ ପ୍ରିତିମୟ ଶେଯ
ମାତ୍ରା ଫଳା ସର୍ବରୂପ
ଓଡିଆ ଜାତିରଭାସ୍ଵତଜିବନ
ପ୍ରତିଲିପିସର୍ବମାପ l ୨ା
ଜାତି ପ୍ରଗତିର ଦୋ ତକ ପ୍ରହରି
ଅନ୍ତରାତ୍ମା ସ୍ଵାଭିମାନ
ପ୍ରାଥମିକ ଠାରୁ ଉଚ୍ଚତର ଶିକ୍ଷା
ସବୁଠି ତା ର ସମ୍ମାନ ।୩
ବୋଧ ଜ୍ଞାନ ବୃଦ୍ଧି ଭାଷାର ସମୃଦ୍ଧି
ଜିବନର ମହାମନ୍ତ୍ର
ସଦାପରିଚିତ ଓଡ଼ିଆ ଭାଷାରେ
ଯୁଗ ଯୁଗ କୁ ସ୍ଵତନ୍ତ୍ର ।୪ା
ତୁମ ବିନା ଭାଷା ସମାଜ ବଂଧନ
ଭାଷାରେ କଥନ ନାହିଁ
ଧନ୍ୟ ତୁମେମମ ପ୍ରଣତି ଘେନ ହେ
ବର୍ଣ୍ଣ ବିଭା ସଦା ଧାୟୀ ।୫
ଅଶୋକ କୁମାର ପତି
ସାଂବାଦିକତାରେ ସ୍ନାତକୋତ୍ତର
ଖଂକିରା, ଗଁଦିଆ, ଢେଙ୍କାନାଳ
ମୋ-୬୩୭୦୬୯୫୯୨୧


0 Comments